ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗଠନ ହେଲା ଆଉ ଏକ ନୂଆ ପୋଲିସ ଜିଲ୍ଲା । ଏନେଇ ବିଜ୍ଞପ୍ତି ଜାରିକଲା ଗୃହ ବିଭାଗ ।ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଆଉ ଏକ ପୋଲିସ ଜିଲ୍ଲା ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୟୁରଭଞ୍ଜ ଜିଲ୍ଲାରୁ ଆଉ ଏକ ପୋଲିସ ଜିଲ୍ଲା ଘୋଷଣା ହୋଇଛି । ରାଇରଙ୍ଗପୁରକୁ ଏକ ନୂଆ ପୋଲିସ ଜିଲ୍ଲା ଘୋଷଣା କରିଛନ୍ତି ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାରି ଅଧୀନରେ ୧୪ ଥାନା ୫ ଆଉଟ ପୋଷ୍ଟ ୨ଟି ବିଟ ହାଉସ ରହିବ ବୋଲି ସୂଚନା ରହିଛି ।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ……
ରାଇରଙ୍ଗପୁରରେ ରାଷ୍ଟ୍ରପତି,ଆଜି ଆସିବେ ପ୍ରଧାନମନ୍ତ୍ରୀ…..
ପିଲାଙ୍କ ବହିରେ ଭୁଲ୍ ;ତନାଘନା ଆରମ୍ଭ……