ରିପୋର୍ଟ କାର୍ଡ / ଭୁବନେଶ୍ୱର
ଟ୍ରେଜେରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଭିଜିଲାନ୍ସ ଜାଲରେ ସୋମବାର ଧରାପଡ଼ିଛନ୍ତି। ଖଣ୍ଡପଡା ଟ୍ରେଜେରୀ କାର୍ଯ୍ୟାଳୟର କିରାଣୀ ସରୋଜ କୁମାର ସାହୁଙ୍କୁ ମାଡି ବସିଲା ଭିଜିଲାନ୍ସ। ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଧରାପଡ଼ିଛନ୍ତି। ପେନସନ୍ କରାଇ ଦେବାକୁ ଲାଞ୍ଚ ନେଇଥିଲେ ସରୋଜ ସାହୁ।
More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..