ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାୟକ ତାରାବାହିନୀ ପତିଙ୍କୁ ଦିଲ୍ଲୀରୁ ଡାକରା ହୋଇଛି । ରାଜ୍ୟସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ରାଜ୍ୟ କଂଗ୍ରେସ ନେତା ବିଧାୟକଙ୍କୁ ଦିଲ୍ଲୀ ଡାକରା ହୋଇଛି | ସତ୍ୟଜିତ ଗମାଙ୍ଗ, ସାଗର ଦାସ, ମଙ୍ଗୁଖିଲ ଦିଲ୍ଲୀ ଗସ୍ତରେ । କାଡ୍ରାଲା ଆପଲା ସ୍ଵାମୀ ଦିଲ୍ଲୀ ଯାଇଥିବା ସୂଚନା। କାଲି ହାଇକମାଣ୍ତଙ୍କୁ ଭେଟିପାରନ୍ତି କଂଗ୍ରେସ ନେତା।
More Stories
୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଜାରି……
ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ମୁହଁ ଖୋଲିଲେ ଡିଜିପି…..
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..