Report Card Odisha

| Daily Odia News

ରାଜ୍ୟରେ ଖୋଲିବ ହିଟ୍‌ ୱେଭ ସେଣ୍ଟର….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଖୁବଶୀଘ୍ର ହିଟ୍‌ ୱେଭ ସେଣ୍ଟର ଖୋଲିବେ ସରକାର ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଆଗକୁ ଗ୍ରୀଷ୍ମ ପ୍ରଭାବ ବଢ଼ିବ, ହିଟ ୱେଭ ସେଣ୍ଟର ଖୋଲିବାର ଅଛି। ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀ ଭଳି ଏହା ଖୋଲାଯିବ, ଲୋକେ ଉପକୃତ ହେବେ ବୋଲି ସେ କହିଛନ୍ତି। ଯେଉଁଠି ଅଧିକ ହିଟ ୱେଭ, ସେଠାରେ ପ୍ରଥମ ପର୍ଯ୍ୟାୟରେ ସେଣ୍ଟର ହେବ ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି।

Breaking News