ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଖୁବଶୀଘ୍ର ହିଟ୍ ୱେଭ ସେଣ୍ଟର ଖୋଲିବେ ସରକାର ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଆଗକୁ ଗ୍ରୀଷ୍ମ ପ୍ରଭାବ ବଢ଼ିବ, ହିଟ ୱେଭ ସେଣ୍ଟର ଖୋଲିବାର ଅଛି। ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀ ଭଳି ଏହା ଖୋଲାଯିବ, ଲୋକେ ଉପକୃତ ହେବେ ବୋଲି ସେ କହିଛନ୍ତି। ଯେଉଁଠି ଅଧିକ ହିଟ ୱେଭ, ସେଠାରେ ପ୍ରଥମ ପର୍ଯ୍ୟାୟରେ ସେଣ୍ଟର ହେବ ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..