ରିପୋର୍ଟ କାର୍ଡ / ଭୁବନେଶ୍ବର
ଓଡ଼ିଶା ହାଇକୋର୍ଟ ସିଭିଲ ଜଜ୍ (ଜୁନିୟର ଡିଭିଜନ) କ୍ୟାଡରର ୬ ଜଣ ଅଧିକାରୀଙ୍କୁ ବଦଳି କରି ନୂତନ ସ୍ଥାନରେ ପୋଷ୍ଟିଂ ଦେଇଛନ୍ତି। ଏ ନେଇ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସିଭିଲ ଜଜ (ଜୁନିୟର ଡିଭିଜନ) କ୍ୟାଡରର ୬ ଜଣ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନରେ ନୂତନ ଭାବେ ଅବସ୍ଥାପିତ କରାଯାଇଛି।
More Stories
ପଶ୍ଚିମବଙ୍ଗ ଗଲେ ମୁଖ୍ୟମନ୍ତ୍ରୀ…..
ଓଡ଼ିଶାରେ ଲାଗୁହେବ ପେସା ଆଇନ……
ପୋଲିସ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ…..