ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ସରକାରୀ କାର୍ଯ୍ୟାଳୟରେ ଭିଆଇପି ଚେୟାରରେ ଦେଖାଯାଉଥିବା ଦୀର୍ଘଦିନର “ଟାୱେଲ୍ ସଂସ୍କୃତି”କୁ ବନ୍ଦ କରିଛନ୍ତି। ଜଣେ ପରିବେଶବିତ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ଗଣାମଧ୍ୟମ ଏକ୍ସରେ ଆବେଦନ କରିଥିଲେ। ଆବେଦନର ୨୪ଘଣ୍ଟା ମଧ୍ୟରେ, ବିଜୟ ଚୁପଚାପ୍ ଏହି ଆବେଦନ କାର୍ଯ୍ୟ କରିଛନ୍ତି। ଏହି ପଦକ୍ଷେପ ବିଷୟରେ କୌଣସି ସରକାରୀ ଘୋଷଣା କିମ୍ବା ପ୍ରଚାର ବିନା ତାଙ୍କ ଚୌକିରୁ ପାରମ୍ପରିକ ଧଳା ଟାୱେଲ୍ ହଟାଇ ଦେଇଛନ୍ତି।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..