ରିପୋର୍ଟ କାର୍ଡ / ଝାରସୁଗୁଡ଼ା
ଝାରସୁଗୁଡ଼ା ଲଖନପୁର ବ୍ଲକ କୁଶ୍ରାଲୋଇ ପଂଚାୟତରେ କୋଲ ଗେସିଫିକେସନ ଏମୋନିୟମ ନାଇଟ୍ରେଟ ପ୍ରକଳ୍ପର ଶିଳାନ୍ୟାସ ବେଳେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଥିଲା। ଏକ ଘୂର୍ଣ୍ଣିଝଡ଼ ସେଠାରେ ଆରମ୍ଭ ହୋଇ ଭୟଙ୍କର ରୁପ ନେଇଥିଲା। ମଞ୍ଚ ପାଖରେ ଥିବା ପୁଲିସ ଏଡ ପୋଷ୍ଟକୁ ଉଡ଼ାଇ ନେଇଥିଲା। ଏହାକୁ ନେଇ ଲୋକେ ବିକାଶ ବିକାଶର ନାରା ଦେଇ କରି ଆମର ଲଖନପୁର ବ୍ଲକର ଅଞ୍ଚଳକୁ ବିନାଶର ଆଉ ଗୁଟେ ପାଉଁଚ କୁ ଠେଲବାର ପ୍ରୟାସକୁ ପ୍ରକୃତି ବି ସହିଲା ନାହିଁ କହିଥିଲେ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..