ରିପୋର୍ଟ କାର୍ଡ / ପୁରୀ
ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି | ଝୁଲି ଝୁଲି ଧାଡି ପହଣ୍ଡିରେ ଆସି ରଥାରୁଢ ହୋଇଛନ୍ତି କଳା ଠାକୁର। ଭକ୍ତ ଓ ଭଗବାନ ଏକାଠି। ରଥରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ରଥରେ ଠାକୁରଙ୍କୁ ଦେଖିବା ପାଇଁ ଅନେଇ ରହିଛନ୍ତି ଅଗଣିତ ଭକ୍ତ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତିକାନ୍ତିର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ଗଜପତି ମହାରାଜାଙ୍କ ଛେରାପହଁରା ନୀତି ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ।






More Stories
ଅଟକିଲା ନନ୍ଦିଘୋଷ,ସକାଳ ସାଢେ ୯ଟାରେ ପୁଣି ଟଣା…..
ଛେରାପହଁରା ଆରମ୍ଭ……
ପବିତ୍ର ରଥ ଯାତ୍ରାରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ…