Report Card Odisha

| Daily Odia News

ରାଜ୍ୟରେ ପୁଣି ୨୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟରେ ପୁଣି ୨୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ କରିଛି। ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୪୦୧କୁ ବୃଦ୍ଧି ପାଇଛି। ଚିହ୍ନଟଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୨ ଓ ସ୍ଥାନୀୟ ଅଂଚଳରୁ ୮୬ ଜଣ ଅଛନ୍ତି। ୨୦ ଟି ଜିଲ୍ଲାରେସର୍ବାଧିକ ନୂଆପଡା ଜିଲ୍ଲାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଅନୁଗୁଳ ୩, ବାଲେଶ୍ୱର ୮ , ବରଗଡ ୨୨, ବଲାଙ୍ଗୀର ୪, ବୌଦ୍ଧ ୧, କଟକ ୧୫, ଗଂଜାମ ୩, ଯାଜପୁର ୮, ଝାରସୁଗୁଡା ୧୧, କଳାହାଣ୍ଡି ୨୨, କେନ୍ଦ୍ରାପଡ଼ା ୩, ଖୋର୍ଦ୍ଧା ୩୩, ମାୟାରଭଞ୍ଜ ୯, ମବାରଙ୍ଗପୁର ୧, ପୁରୀ ୯, ଏବଂ ରାୟଗଡା ୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

Breaking News