ରିପୋର୍ଟ କାର୍ଡ / ଭୁବନେଶ୍ୱର
ପବିତ୍ର ରକ୍ଷାବନ୍ଧନ ଉତ୍ସବ ଡି.ଏ.ଭି. ପବ୍ଲିକ୍ ସ୍କୁଲ, କଳିଙ୍ଗ ନଗର ପରିସରରେ ଅତ୍ୟନ୍ତ ଆଡମ୍ବର ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଏହି ଅବସରରେ ନିକଟବର୍ତ୍ତୀ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀମାନଙ୍କ ସହିତ ଛାତ୍ରଛାତ୍ରୀମାନେ ଯୋଗଦେଇ ଏହି ଉତ୍ସବଟିକୁ ଆନନ୍ଦ ଓ ଉଲ୍ଲାସ ମୟ ପରିବେଶ ମଧ୍ୟରେ ପାଳନ କରିଥିଲେ ।







More Stories
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..
ମା’ଙ୍କୁ ମାରି ପ୍ଲାଷ୍ଟର କରିଦେଲା ପୁଅ !…..
ଟାଣି ନେଲା କୁମ୍ଭୀର…..