Report Card Odisha

| Daily Odia News

୬ଟି ଆସନରେ ଆଜି ଉପନିର୍ବାଚନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର, ତାମିଲନାଡୁର ମଦୁରାନ୍ଥକମ୍ ଓ ଧାରାପୁରମ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଥଟ୍ଟନଚାଭଡି ବିଧାନସଭା ଆସନରେ ମତଦାନ ହେଉଛି। ଆସାମର ନଗାଓଁରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳୁଥିବା ବେଳେ ପଶ୍ଚିମବଙ୍ଗରେ ଭାଜପା ଓ ତୃଣମୂଳ କଂଗ୍ରେସ ମଧ୍ୟରେ ମୁଖ୍ୟ ଲଢ଼େଇ ରହିଛି । ସେହିପରି ତାମିଲନାଡୁର ଦୁଇଟି ଆସନରେ ମଧ୍ୟ ତ୍ରିକୋଣୀୟ ମୁକାବିଲା ହେଉଛି। ଅକ୍ଟୋବର ୯, ୨୦୨୬ରେ ଏହି ସମସ୍ତ ଆସନର ଫଳାଫଳ ପ୍ରକାଶ ପାଇବ।

Breaking News