Report Card Odisha

| Daily Odia News

ରାଜ୍ୟରେ ୫ହଜାର ମୁହାଁ କରୋନା ସଂକ୍ରମଣ,ଆଉ ୫ ଆକ୍ରାନ୍ତ ମୃତ୍ୟୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭୬୧ କରୋନା ପଜିଟିଭ୍ ଚିହ୍ନଟ ହୋଥିବା ବେଳେ ୫ କରୋନା ଗୋରିଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୭୪୬୪ ରେ ପହଞ୍ଚିଛି । ସେହିପରି ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୫୩କୁ ବୃଦ୍ଧି ପାଇଛି | ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୮୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୯୭୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ୮୧, ବାଲେଶ୍ୱର ୮୪, ବରଗଡ଼ ୧୯୮, ଭଦ୍ରକ ୬୩, ବଲାଙ୍ଗୀର ୩୨୨, ବୌଦ୍ଧ ୨୩, କଟକ ୧୭୬, ଦେଓଗଡ଼ ୩୧, ଢେଙ୍କାନାଳ ୬, ଗଜପତି ୩୧, ଗଞ୍ଜାମ ୪୯, ଜଗତସିଂହପୁର ୨୨, ଯାଜପୁର ୮୬, ଝାରସୁଗୁଡ଼ା ୨୩୪, କଳାହାଣ୍ଡି ୧୬୭, କନ୍ଧମାଳ ୨୫, କେନ୍ଦ୍ରାପଡ଼ା ୫୦, କେନ୍ଦୁଝର ୧୦୩, ଖୋର୍ଦ୍ଧା ୮୨୦, କୋରାପୁଟ ୩୧, ମାଲକାନଗିରି୬, ମୟୁରଭଞ୍ଜ ୮୬, ନବରଙ୍ଗପୁର ୧୫୪, ନୟାଗଡ଼ ୬୩, ନୂଆପଡ଼ା ୫୩୪, ପୁରୀ ୧୯୩, ରାୟଗଡ଼ା ୬୦, ସମ୍ବଲପୁର ୧୮୩, ସୋନପୁର ୪୭, ସୁନ୍ଦରଗଡ଼ ୬୭୩, ଷ୍ଟେଟ୍‌ ପୁଲ୍‌ରୁ ୧୬୦ଜଣ ରହିଛନ୍ତି ।

Breaking News