ରିପୋର୍ଟ କାର୍ଡ / ଆସାମ
ପୁଣି ଭୂମିକମ୍ପରେ ଥରିଲା ଆସାମ । ଆଜି ଆସାମର ନଗାଁଓରେ ସକାଳ ୭ଟା ୫ମିନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୦ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି। ଭୂମିକମ୍ପ ଝଟକା ଅନୁଭୂତ ହେବା ପରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ଆସାମରେ ଗତ ଏକ ସପ୍ତାହ ହେବ ଲଗାତର ଭୂମିକମ୍ପ ଅନୁଭୂତ ହେଉଛି। ମେ ମାସରେ ଆଜି ଷଷ୍ଠ ଥର ପାଇଁ ଭୂମିକମ୍ପ ହୋଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….