ରିପୋର୍ଟ କାର୍ଡ / ଆସାମ
ପୁଣି ଭୂମିକମ୍ପରେ ଥରିଲା ଆସାମ । ଆଜି ଆସାମର ନଗାଁଓରେ ସକାଳ ୭ଟା ୫ମିନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୦ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି। ଭୂମିକମ୍ପ ଝଟକା ଅନୁଭୂତ ହେବା ପରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ଆସାମରେ ଗତ ଏକ ସପ୍ତାହ ହେବ ଲଗାତର ଭୂମିକମ୍ପ ଅନୁଭୂତ ହେଉଛି। ମେ ମାସରେ ଆଜି ଷଷ୍ଠ ଥର ପାଇଁ ଭୂମିକମ୍ପ ହୋଇଛି।
More Stories
ସ୍କୁଲ ବସ୍କୁ ଧକ୍କା ଦେଲା ଟ୍ରେନ୍…..
ଦଲାଇ ଲାମାଙ୍କୁ ମୋଦୀଙ୍କ ଶୁଭେଚ୍ଛାକୁ ଚୀନ୍ର ବିରୋଧ…..
ତୃତୀୟ ଦଳ ଗଠନ କରିବା ମୂର୍ଖାମୀ- ଟ୍ରମ୍ପ…..