ରିପୋର୍ଟ କାର୍ଡ / ଭୁବନେଶ୍ବର
ବାତ୍ୟା ୟାସ ଆଶଙ୍କାରେ ରେଳବାଇ ୭୪ଟି ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ସେହି ଟ୍ରେନ ଗୋଡ଼ିକ ମଧ୍ୟରେ ଭୁବନେଶ୍ୱର-ମୁମ୍ୱାଇ କୋଣାର୍କ ଏକ୍ସପ୍ରେସ (ସ୍ପେଶାଲ), ଭୁବନେଶ୍ୱର-ହାଓ୍ୱଡା ଜନଶତାଦ୍ଦୀ ସ୍ପେଶାଲ, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ସ୍ପେଶାଲ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ସ୍ପେଶାଲ, ହାଓ୍ୱଡା-ପୁରୀ ସ୍ପେଶାଲ, ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ପେଶାଲ, ପୁରୀ-ଋଷିକେଶ କଳିଙ୍ଗ ଉତ୍କଳ ସ୍ପେଶାଲ ଓ ପୁରୀରୁ ଅହମ୍ମଦାବାଦ, ସୁରଟ ଏବଂ ଆଜମେରକୁ ଯାଉଥିବା ଟ୍ରେନ ରହିଛି।






More Stories
ଆଇଆରଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ବ୍ରିଟେନ…..
ଓମାରଙ୍କୁ ବିଜେପିର ଆଇନଗତ ନୋଟିସ…..
ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟିର ପରାମର୍ଶ…..