ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଦିନକରେ ଆଉ ୧,୬୫,୫୫୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩,୪୬୦ କରୋନା ଆକ୍ରାନ୍ତ ମୃତ୍ୟୁ ହୋଇଛି ।ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୮,୯୪,୮୦୦କୁ ବୃଦ୍ଧି ପାଇଛି । ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୨୫,୯୭୨ରେ ପହଞ୍ଚିଛି । ୨୪ ଘଣ୍ଟାରେ ଆଉ ୨ ଲକ୍ଷ ୭୬ ହଜାର ୩୦୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୫୪,୫୪,୩୨୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୧,୧୪,୫୦୮ ସକ୍ରିୟ ଆକ୍ରାନ୍ତ ଚିକିସବାଧୀନ ଅବସ୍ଥାରେ ରହିଛନ୍ତି। ଏଯାଏଁ ୨୧,୨୦,୬୬,୬୧୪ ଟିକା ନେଇ ସାରଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।






More Stories
ରାଜ୍ୟ ସଭା ପ୍ରାର୍ଥୀ ତାଲିକା ପ୍ରକାଶ କଲେ ଦିଦି…..
ଗର୍ଭବତୀଙ୍କୁ ମିଳିବ ୫୦୦୦ ଟଙ୍କା…..
ଇରାନ ଉପରେ ଇସ୍ରାଏଲର ଆକ୍ରମଣ…..