ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡା ଦେବେ ୨ କୋଟି ଟଙ୍କା ଜୋରିମାନା। ୧୦ ବର୍ଷ ପୂର୍ବେ ଏକ ଟେଲିଭିଜନ ସାକ୍ଷାତକାରରେ ନନ୍ଦି ଇନଫ୍ରାଷ୍ଟକଚର କୋରିଡର ଏଣ୍ଟରପ୍ରାଇଜେସ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ | ଏଭଳି ଆପତ୍ତିଜନ ମନ୍ତବ୍ୟ ପାଇଁ କମ୍ପାନୀକୁ ୨ କୋଟି ଟଙ୍କା କ୍ଷତିପୁରଣ ଦେବାକୁ ନିର୍ଦ୍ଦେଶ ଶୁଣାଇଛନ୍ତି ବେଙ୍ଗାଲୁରୁର ଏକ କୋର୍ଟ। ଜୁନ୍ ୨୮, ୨୦୧୧ ରେ କନ୍ନଡ ନ୍ୟୁଜ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କର ଏକ ସାକ୍ଷାତକାର ପ୍ରସାରିତ ହୋଇଥିଲା। ସେ ଉକ୍ତ କମ୍ପାନୀ ବିରୁଦ୍ଧରେ କହିବା ସହିତ କମ୍ପାନୀ ଦ୍ବାରା ବ୍ୟବହ୍ୟତ ବିଭିନ୍ନ ସ୍କିମ୍କୁ ଏକ ପ୍ରକାରର ଲୁଟ୍ ବୋଲି କହି୍ଥିଲେ। ଏହାଦ୍ବାରା କମ୍ପାନୀର ପ୍ରତିଷ୍ଠା ଉପରେ ଆଞ୍ଚ ଆସୁଛି ବୋଲି କହିଥିଲେ କୋର୍ଟ।
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
କୁବେର ମୁଖ୍ୟଯନ୍ତ୍ରୀ ଗିରଫ…..