Report Card Odisha

| Daily Odia News

ଦିଲ୍ଲୀରେ ଭୂମିକମ୍ପ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ରାଜଧାନୀ ଦିଲ୍ଲୀ ସମେତ ହରିୟାଣାରେ ଭୂମିକମ୍ପ ଅନୁଭୂତ ହୋଇଛି । ସୋମବାର ରାତିରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୭। ହରିୟାଣାର ଝାଜର ଜିଲା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା କୁହାଯାଇଛି। ଭୂମିକମ୍ପ ସମ୍ପର୍କିତ କ୍ଷୟକ୍ଷତି ତଥ୍ୟ ଜଣାପଡ଼ିନାହିଁ।

 

Breaking News