ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା କରୋନା ସଂକ୍ରମଣର ଶୀର୍ଷରେ ଥିବା ଦେଶମାନଙ୍କ ଭ୍ରମଣ ଉପରେ ରୋକ ଲାଗିଛି ସାଉଦିଆରବ | ରେଡ୍ ଲିଷ୍ଟରେ ଥିବା ଦେଶର ଲୋକେ ତିନି ବର୍ଷ ଯାଏ ସାଉଦିଆରବ ଯାଇପାରିବେନାହିଁ । ଏହି ରେଡି ଲିଷ୍ଟ ଭାରତ ମଧ୍ୟ ରହିଛି | ଏହା ସହିତ ଆଫଗାନିସ୍ତାନ, ଆର୍ଜେଣ୍ଟିନା, ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଲେବାନନ୍, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଭିଏତନାମ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସମେତ ଅନେକ ଦେଶରେ ଯାତ୍ରା କିମ୍ବା ଗମନାଗମନ ଉପରେ ସାଉଦିଆରବ ପ୍ରତିବନ୍ଧକ ଲଗାଇବା ଚେତାବନୀ ଦେଇଛି। ବିଶ୍ବବ୍ୟାପୀ ସଂକ୍ରମଣ ବୃଢିବାରେ ଲାଗିଛି। ତେଣୁ ସାଉଦିଆରବ ଏଭଳି ନିଷ୍ପତ୍ତି ନେଇଛି |






More Stories
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……
ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ…..
ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା…..