ରିପୋର୍ଟ କାର୍ଡ / କଟକ
ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ହୋଇପାରୁନି ସମାଧାନ | ଗୋଟିଏ ପଟେ ଅନୁଭବ ବର୍ଷାଙ୍କ ଠାରୁ ବିବାହ ବିଚ୍ଛେଦ ଚାହୁଁଥିବା ବେଳେ ବର୍ଷା ଛାଡ଼ପତ୍ର ଦେବାକୁ ନାରାଜ। ବୁଧବାର ଏହି ମାମଲାର ହାଇକୋର୍ଟରେ ଶୁଣାଣି ହେବାର ଥିଲା। କିନ୍ତୁ ବର୍ଷାଙ୍କ ପକ୍ଷରୁ କେହି ହାଜିର ହୋଇ ନ ଥିବାରୁ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହେବ।






More Stories
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..
କାର୍କୁ ଘୋଷାଡ଼ି ନେଲା ଟ୍ରକ…..