ରିପୋର୍ଟ କାର୍ଡ / କଟକ
ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ହୋଇପାରୁନି ସମାଧାନ | ଗୋଟିଏ ପଟେ ଅନୁଭବ ବର୍ଷାଙ୍କ ଠାରୁ ବିବାହ ବିଚ୍ଛେଦ ଚାହୁଁଥିବା ବେଳେ ବର୍ଷା ଛାଡ଼ପତ୍ର ଦେବାକୁ ନାରାଜ। ବୁଧବାର ଏହି ମାମଲାର ହାଇକୋର୍ଟରେ ଶୁଣାଣି ହେବାର ଥିଲା। କିନ୍ତୁ ବର୍ଷାଙ୍କ ପକ୍ଷରୁ କେହି ହାଜିର ହୋଇ ନ ଥିବାରୁ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହେବ।






More Stories
ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା…..
ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..
ଅଲ୍ଲୁ ଅର୍ଜୁନଙ୍କୁ ସମନ…..