ଅପରାଧ ଆମ ସହର ପିପିଲି-ନିମାପଡା ଓଭର ବ୍ରିଜ ଉପରୁ ବ୍ରାଉନସୁଗାର ଜବଦ,ଡିଲର ଗିରଫ…. Report Card Bureau July 30, 2021 1 min read ରିପୋର୍ଟ କାର୍ଡ / ଭୁବନେଶ୍ୱରଶୁକ୍ରବାର ପିପିଲି-ନିମାପଡା ଓଭର ବ୍ରିଜ ଉପରେ ବ୍ରାଉନସୁଗାର ଡିଲ ସମୟରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ହାତରେ ଧରାପଡିଛି ଡିଲର । ଏହାସହ ୧ କେଜି ୪୮ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା । ଘଟଣାର ତଦନ୍ତ ଜାରି ରହିଛି । Post navigationPrevious ରାଜ୍ୟର ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି…..Next ପୁରୀ ବେଳାଭୂମରେ ହେବନାହିଁ ମଦ କୁଡ଼ିଆ ଯୋଜନା……Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ଅପରାଧ ଦେଶ ବିଦେଶ ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ….. July 8, 2026 Report Card Bureau ଅପରାଧ ଦେଶ ବିଦେଶ ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ….. July 6, 2026 Report Card Bureau 1 min read ଆମ ସହର ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ…… July 1, 2026 Report Card Bureau
More Stories
ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……