ଅପରାଧ ଆମ ସହର ପିପିଲି-ନିମାପଡା ଓଭର ବ୍ରିଜ ଉପରୁ ବ୍ରାଉନସୁଗାର ଜବଦ,ଡିଲର ଗିରଫ…. Report Card Bureau July 30, 2021 1 min read ରିପୋର୍ଟ କାର୍ଡ / ଭୁବନେଶ୍ୱରଶୁକ୍ରବାର ପିପିଲି-ନିମାପଡା ଓଭର ବ୍ରିଜ ଉପରେ ବ୍ରାଉନସୁଗାର ଡିଲ ସମୟରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ହାତରେ ଧରାପଡିଛି ଡିଲର । ଏହାସହ ୧ କେଜି ୪୮ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା । ଘଟଣାର ତଦନ୍ତ ଜାରି ରହିଛି । Continue ReadingPrevious ରାଜ୍ୟର ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି…..Next ପୁରୀ ବେଳାଭୂମରେ ହେବନାହିଁ ମଦ କୁଡ଼ିଆ ଯୋଜନା……Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଆମ ସହର ବଡ଼ ଖବର କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ…… July 12, 2025 Report Card Bureau ଆମ ସହର ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର …… July 11, 2025 Report Card Bureau ଆମ ସହର ବଡ଼ ଖବର ରାଜ୍ୟ ବାର୍ଡ ଫ୍ଲୁ ! ମଲେଣି ୨୦ ହଜାର କୁକୁଡ଼ା….. July 10, 2025 Report Card Bureau
More Stories
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……
ବାର୍ଡ ଫ୍ଲୁ ! ମଲେଣି ୨୦ ହଜାର କୁକୁଡ଼ା…..