ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା କାଲି ୭୫ତମ ସ୍ବାଧୀନତା ଦିବସ | ଏହି ଅବସରରେ ୧.୩୮୦ ସାହସୀ ଯବାନଙ୍କୁ ଗ୍ୟାଲେଣ୍ଟ୍ରି ଆଓ୍ବାର୍ଡ ପ୍ରଦାନ କରାଯିବ। ୬୬୨ ଜଣ ପୋଲିସ କର୍ମଚାରୀଙ୍କୁ ଗ୍ୟାଲେଣ୍ଟ୍ରି ପାଇଁ ପୋଲିସ ପଦକ, ୬୨୮ ଜଣ କର୍ମଚାରୀଙ୍କୁ ରାଷ୍ଟ୍ରପତି ପଦକ ଏବଂ ୮୮ ଜଣ କର୍ମଚାରୀଙ୍କୁ ସମ୍ମାନଜନକ ସେବା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ ପଦକ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଭାତର ଚାଇନା ସୀମାରେ ମୁତୟନ ଥିବା ୨୩ ଆଇଟିବିପି ଯବାନଙ୍କୁ ମଧ୍ୟ ଗ୍ୟାଲେଣ୍ଟ୍ରି ଆଓ୍ବାର୍ଡ ପ୍ରଦାନ କରାଯିବ। ସେଥିମଧ୍ୟରୁ ୨୦ ଜଣଙ୍କୁ ମେ-ଜୁନ,୨୦୨୦ରେ ପୂର୍ବ ଲଦାଖରେ ହୋଇଥିବା ସଂଘର୍ଷରେ ସାହସିକତା ପାଇଁ ସମ୍ମାନୀତ କରାଯିବ






More Stories
କୌଣସି ଲକ୍ଡାଉନ୍ ହେବନି…..
ଶପଥ ନେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ….
ସିଏମ୍-ପିଏମ୍ ଆଲୋଚନା…..