ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୧ ମସିହା ପାଇଁ ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିବ ନୋବେଲ ପୁରସ୍କାର । ଚଳିତ ବର୍ଷ ଭୌତିକ କ୍ଷେତ୍ରରେ ନୋବେଲ ପୁରସ୍କାର ବୈଜ୍ଞାନିକ ସ୍ୟୁକୁରୋ ମୁନାବେ , କ୍ଲାଉସ୍ ହାସେଲମନ, ଜିଓର୍ଜିଓ ପାରିସିଙ୍କୁ ଦିଆଯାଇଛି। ଜଟିଳ ଭୌତିକ ପ୍ରଣାଳୀ ସମ୍ପର୍କିତ ଗବେଷଣାପାଇଁ ସେମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି ।
More Stories
ଏବେ ବେରୋଜଗାର ପ୍ରସଙ୍ଗ…..
ସିଷ୍ଟମ ସଂଶୋଧନ ପାଇଁ Gen Z,ରାଜନୈତିକ ମହଲରେ ଝଡ଼!……
ନ୍ୟାୟିକ କାର୍ଯ୍ୟର ରିପୋର୍ଟିଂ ଉପରେ କଟକଣା ନାହିଁ…..