ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ ଜାତିସଂଘର ନୂଆ ଆବାସିକ ସଂଯୋଜକ ଭାବରେ ଶୋମ୍ବି ଶାର୍ପ ନିଯୁକ୍ତ ହୋଇଛନ୍ତି । ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ଶୋମ୍ବିଙ୍କୁ ଏହି ନୂଆ ପଦବୀରେ ନିଯୁକ୍ତ କରିଛନ୍ତି । ସେ ନୂଆଦିଲ୍ଲୀ ଏବଂ ଜାତିସଂଘ ମଧ୍ୟରେ ସମ୍ପର୍କର ସେତୁ ଭାବରେ କାର୍ଯ୍ୟ କରିବେ ବୋଲି ଜଣାଯାଇଛି । ଏଥିସହିତ ଭାରତରେ ଜାତିସଂଘର ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ପ୍ରତ୍ୟକ୍ଷ ତତ୍ୱାବଧାନ କରିବେ ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….