ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାଲିବାନ ଆଫଗାନିସ୍ତାନ ବାସୀଙ୍କ ଉପରେ ପୁଣି ଏକ ନୂଆ ନିୟମ ଲାଗୁକଲା | ଏହି ନିୟମ ତାଲିବାନ ପ୍ରଶାସନ ମହିଳାଙ୍କ ଉପରେ କଟକଣା ଲଗାଇଛନ୍ତି | ଯାହା ଅନୁଯାୟୀ ଦେଶର ଟେଲିଭିଜନରେ ମହିଳାମାନେ ଅଭିନୟ କରିପାରିବେ ନାହିଁ । ଏହାପୂର୍ବରୁ ମହିଳା ଟିଭି ସାମ୍ବାଦିକମାନେ ସେମାନଙ୍କ ରିପୋର୍ଟ ଉପସ୍ଥାପନ କରିବା ସମୟରେ ହିଜାବ ପିନ୍ଧିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଏହା ନିୟମ ନୁହେଁ ବରଂ ଧାର୍ମିକ ନିର୍ଦ୍ଦେଶାବଳୀ । ତାଲିବାନ କ୍ରମାଗତ ଭାବରେ ଦାବି କରୁଛି ଯେ ମହିଳାମାନେ ମଧ୍ୟ ଏହାର ନୂତନ ଶାସନରେ ସ୍ଥାନ ପାଇବେ, କିନ୍ତୁ ଏହା ସତ୍ତ୍ବେ ମହିଳାମାନଙ୍କ ଉପରେ ଅନେକ ପ୍ରତିବନ୍ଧକ ଘୋଷଣା କରାଯାଇଛି।






More Stories
ଶେଷ ହେଲା ମୌସୁମୀ ଅଧିବେଶନ…..
ସମସ୍ତ ପାଇଲଟଙ୍କର ହେବ ଡୋପ୍ ଟେଷ୍ଟ…..
ୟୁକ୍ରେନ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ,୧୨ ମୃତ……