ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଉ ୩ ଦିନ ପରେ ରାଜ୍ୟକୁ ଶୀତ ଫେରିବ | ବାତ୍ୟା ଜୱାଦ ପାଇଁ ମେଘୁଆ ପାଗ ଓ ବର୍ଷା ଯୋଗୁ ରାଜ୍ୟରେ ଶୀତର ପ୍ରକୋପ କମ୍ ରହିଥିଲା । ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିଛି। ଏହା ଧୀରେ ଧୀରେ ଖସିବା ଆରମ୍ଭ କରିଛି । ତେଣୁ ଆସନ୍ତା ୨-୩ ଦିନ ମଧ୍ୟରେ ଧୀରେ ଧୀରେ ଶୀତ ବଢିବାର ସମ୍ଭାବନା ରହିଛି । ବିଶେଷକରି ଉପାନ୍ତ ଓ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।






More Stories
ପୋଲିସ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ…..
ରାଜପଥରେ ଯୁବକଙ୍କୁ ହାଣିଦେଲେ…..
ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ…..