ରିପୋର୍ଟ କାର୍ଡ / ରାଉରକେଲା
ଧାରୁଆ ଅସ୍ତ୍ରରେ ବେକ କାଟି ଜଣଙ୍କୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲାରେ ସେକ୍ଟର ୨୧। ଗୁରୁତର ଅବସ୍ଥାରେ ଆରଜିଏଚରେ ପହଞ୍ଚିବା ପରେ ମୃତ ଘୋଷଣା କଲେ ଡାକ୍ତର । ସୂଚନାଯୋଗ୍ୟ ଯେ, ରାଉରକେଲା ସେକ୍ଟର ୨୧ ନୂଆବଜାର ସମିଲ ଛକରେ ଅଭାବନୀୟ ଘଟଣା । ଦିନ ଦ୍ବିପ୍ରହରରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଉଛନ୍ତି ପିଣ୍ଟୁ ଶ୍ରୀବାସ୍ତବ । ତାଙ୍କ ବୟସ ୨୨ ବର୍ଷ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।






More Stories
ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେସନ ବନ୍ଦ……
ଜେଲରୁ ମୁକୁଳିବେ ଦାରା ସିଂ…..
ପୁଣି କରୋନା ଭୟ:ଓଡ଼ିଶା ସୀମାରେ ହାଇଆଲର୍ଟ…..