ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶରେ ବିଧାନମଭା ନିର୍ବାଚନ ପୂର୍ବରୁ ଆକ୍ସନ ମୋଡ଼ରେ ଯୋଗୀ ସରକାର | ଆଜି ୧୨ ଆଇଏଏସ ଅଫିସରଙ୍କୁ ବଦଳି କରାଯାଇ ଥିବା ବେଳେ ୫ ଜିଲ୍ଲାର ଡିଏମଙ୍କୁ ବଦଳି କରାଯାଇଛି । ଯେଉଁଥିରେ ମଉ, ଆଜମଗଡ଼, ବଲିଆ, ଶାହାଜାହାନପୁର, ଅମେଠି ସାମିଲ ରହିଛି । ଏହା ସହିତ ଅଯୋଧ୍ୟାର କମିଶନରଙ୍କର ବି ଟ୍ରାନ୍ସଫର ହୋଇଛି । ତେବେ ଏହି ବଦଳିରେ ସବୁଠାରୁ ବଡ଼ ନାଁ ନବଦୀପ ରିନ୍ୱାଙ୍କର ରହିଛି । ତାଙ୍କୁ ଅଯୋଧ୍ୟାର କମିଶନର ଭାବେ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ଅଯୋଧ୍ୟାର କମିଶନର ଏମପି ଅଗ୍ରୱାଲଙ୍କୁ ହଟାଯାଇଛି । ଅଯୋଧଶରେ ଜମି ବିକ୍ରିରେ ତାଙ୍କ ନାଁ ଆସିଥିଲା । ଡିଜିପି ଅଫିସରେ ଗୁରୁବାର ଦିନ ୪ ପିପିଏସ ଅଫିସରଙ୍କ ବଦଳି ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।
More Stories
ହସ୍ପିଟାଲକୁ ହାଇଆଲର୍ଟ:୧୨ ହଜାର ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ…..
୮ ହଜାର ‘ଏକ୍ସ’ ଆକାଉଣ୍ଟ୍ ବ୍ଲକ…..
ଚାଟାର୍ଡ ଏକାଉଣ୍ଟାଣ୍ଟ (ସିଏ) ପରୀକ୍ଷା ସ୍ଥଗିତ……