ରିପୋର୍ଟ କାର୍ଡ / କଟକ
କଟକ ଏସସିବି ନର୍ସିଂ ହଷ୍ଟେଲର ୨୮ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମସ୍ତ ଆକ୍ରାନ୍ତ ଛାତ୍ରୀ ହଷ୍ଟେଲରେ ଆଇସୋଲେସନ୍ ରେ ରହିଛନ୍ତି । ସଂକ୍ରମିତ ଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନେଇ ଆଜି ନିଷ୍ପତ୍ତି ନିଆଯିବ । ଏ ନେଇ ନର୍ସିଂ କଲେଜ ପ୍ରିନ୍ସିପାଲ୍ ବିଜୟଲକ୍ଷ୍ମୀ ଦାସ ସୂଚନା ଦେଇଛନ୍ତି ।
More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..