ରିପୋର୍ଟ କାର୍ଡ / କଟକ
କଟକ ଏସସିବି ନର୍ସିଂ ହଷ୍ଟେଲର ୨୮ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମସ୍ତ ଆକ୍ରାନ୍ତ ଛାତ୍ରୀ ହଷ୍ଟେଲରେ ଆଇସୋଲେସନ୍ ରେ ରହିଛନ୍ତି । ସଂକ୍ରମିତ ଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନେଇ ଆଜି ନିଷ୍ପତ୍ତି ନିଆଯିବ । ଏ ନେଇ ନର୍ସିଂ କଲେଜ ପ୍ରିନ୍ସିପାଲ୍ ବିଜୟଲକ୍ଷ୍ମୀ ଦାସ ସୂଚନା ଦେଇଛନ୍ତି ।
More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….