ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗରିବ ଓ ଅପରାଧମୁକ୍ତ ଦେଶ ପାଇଁ ଭୋଟ ଦେବା କାହାକୁ ? ବିଷୟ ଉପରେ ଥିଙ୍କେର୍ସ୍ କ୍ଳବ ର ୧୪ ତମ ଆଭସୀ ଆଲୋଚନା ଭିଡିଓ କନଫରେନସିଂ ମାଧ୍ୟମରେ ରବିବାର ଅନୁଷ୍ଠିତ ହୋଇଯାଇଛି । ବକ୍ତାଭବେ ପୂର୍ବତନ ଶାସନସଚିବ ନନ୍ଦନନ୍ଦନ୍ ଦାସ କହିଲେ ନୈତିକ ସିଖ୍ୟା ପ୍ରଚଳନ ହେଲେ ଲୋକେ ଠିକ୍ ଲୋକଙ୍କୁ ଭୋଟ ଦେବେ। ଥିଙ୍କେର୍ସ୍ କ୍ଳବ ସଭାପତି ବରଦା ଦାସ ସଞ୍ଜୋଜନା କରିଥିଲେ। ଶିବ ବେହେରା,ନିମାଇ ସ୍ବାଇଁ,ବିପିନ ପଣ୍ଡା,ସୀତାରାମ ବେହେରା,ସୁବୀର ପାଣ୍ଡବ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଆସନ୍ତା ୨୨ ତାରିଖ ସନ୍ଧ୍ୟା ୭ ଟାରେ ବେଦ ଓ କୋରାନରେ ବ୍ରହ୍ମତତ୍ଵ ଉପରେ ଆଭସୀ ଆଲୋଚନା ହେବ ବୋଲି ସୂଚନା ମିଳିଛି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..