ରିପୋର୍ଟ କାର୍ଡ / କଟକ
ଆସନ୍ତା ୧୫ରେ ବାରବାଟୀ ଷ୍ଟାଡିଅମରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ T-20 ମ୍ୟାଚ୍ ବାତିଲ ହୋଇପାରେ । ମ୍ୟାଚ୍ ଭେନ୍ୟୁ ପରିବର୍ତ୍ତନ ପାଇଁ BCCIକୁ ଟୁର୍ ଓ ଫିକ୍ସଚର କମିଟି ପକ୍ଷରୁ ଚିଠି ଲେଖାଯାଇଛି । ବର୍ତ୍ତମାନର କୋଭିଡ ସ୍ଥିତିକୁ ଦେଖି ସ୍ଥାନ ପରିବର୍ତ୍ତନ ପାଇଁ ସୁପାରିସ କରାଯାଇଥିବା ନେଇ ସୂଚନା ମିଳିଛି । ବାରବାଟୀ T-20 ବାତିଲ ନେଇ BCCI ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଏନେଇ ସୂଚନା ଦେଇଛନ୍ତି ଓସିଏ ସଂପାଦକ ।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ