ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଲାଣି ଜୋରଦାର ଲଢ଼େଇ । କିଛି ନତୋ ଓ କର୍ମୀ ଦଳଛାଡ଼ି ଅନ୍ୟ ଦଳରେ ସାମିଲ ହେଉଥିବା ଦେଖିବାକୁ ମିଳିଲାଣି । ବିଜେପି ପରେ ଏବେ ସମାଜବାଦୀ ପାର୍ଟିକୁ ଝଟକା ଲାଗିଛି । ୟୁପି ଉପବାଚସ୍ପତି ତଥା ସପା ବିଧାୟକ ନୀତିନ ଅଗ୍ରୱାଲ ଦଳ ଛାଡିଛନ୍ତି । ଦଳ ଛାଡ଼ିବା ସହ ଉଭୟ ବିଧାୟକ ଓ ବିଧାନସଭା ଉପବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଥମେ ଉପବାଚସ୍ପତି ପଦରୁ ନୀତିନ ଇସ୍ତଫା ଦେବାପରେ ସପାରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫା ପତ୍ର ସମାଜବାଦୀ ପାର୍ଟିର ଜାତୀୟ ସଭାପତି ଅଖିଳେଶ ଯାଦବଙ୍କ ନିକଟକୁ ପଠାଇଥିବା ସେ କହିଛନ୍ତି । ତାହା ସହ ଆଗକୁ ବିଜେପିରେ ଯୋଗ ଦେବା ନେଇ ସେ କହିଛନ୍ତି ।





More Stories
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..
୬ଟି ଆସନରେ ଆଜି ଉପନିର୍ବାଚନ…..