ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିପାରିଲାନି ଇଣ୍ଡିଗୋ ବିମାନ। ଏତେ ପରିମାଣ କୁହୁଡି ଯେ ପୁରା ଭୁବନେଶ୍ୱର ସହରକୁ ଚାଦର ପରି ଢାଙ୍କି ରହିଥିଲା | ଫଳରେ ଇଣ୍ଡିଗୋ ବିମାନ ଅବତରଣ କରିପାରିନଥିବା ସୂଚନା ମିଳିଛି । ରାୟପୁରକୁ ଇଣ୍ଡିଗୋ ବିମାନଟିକୁ ଡାଇଭର୍ଟ କରାଯାଇଛି । ଦିଲ୍ଲୀରୁ ଭୁବନେଶ୍ବରକୁ ଇଣ୍ଡିଗୋ ବିମାନ ୨୧୭୮ ଆସୁଥିଲା । ଏ ନେଇ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।






More Stories
ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ…..
୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ…..
ପ୍ରବଳ ବର୍ଷା ସମ୍ଭାବନା…..