ରିପୋର୍ଟ କାର୍ଡ / ନୟାଗଡ଼
ଜାତୀୟ ରାଜପଥ-୫୭ରୁ ନୟାଗଡ଼ ଟାଉନ୍ ବାଇପାସ୍ ନିର୍ମାଣକୁ ମଞ୍ଜୁରୀ ମିଳିଛି । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହି ବାଇପସେ୍ ନିର୍ମାଣରେ ଖର୍ଚ୍ଚ ହେବ ୩ ଶହ କୋଟି ୩୩ ଲକ୍ଷ ଟଙ୍କା । ରାସ୍ତା ପାଇଁ ୧୦୪ କୋଟି ଓ ଜମି ଅଧିଗ୍ରହଣ ପାଇଁ ୧୩୦ କୋଟି ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ତେବେ ଏହି ବାଇପାସ୍ ମାଙ୍କପାଲ୍ଲୀରୁ ବଡ଼ପଣ୍ଡୁସର ପର୍ଯ୍ୟନ୍ତ ୧୭ କିମି ନିର୍ମାଣ ହେବ ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..