ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାର ପ୍ରସ୍ତୁତ ପ୍ରଥମ ଆଣ୍ଟିଜେନ୍ ଟେଷ୍ଟ କିଟକୁ ଅନୁମତି ଦେଇଛି ଆଇସିଏମଆର । ମେକ୍ ଇନ୍ ଓଡ଼ିଶା ରାପିଡ୍ ଆଣ୍ଟିଜେନ୍ କିଟ୍ IMCOV- AGକୁ ଅନୁମତି ମିଳିଥିବା ସୂଚନା ମିଳିଛି । ଭୁବନେଶ୍ୱରର ଇମଜେନେକ୍ସ ଇଣ୍ଡିଆ ଲିମଟେଡ ପ୍ରସ୍ତୁତ କରିଛି କିଟ୍ । ଭୁବନେଶ୍ୱର RMRC ଆରଏମଆରସି-ଇମଜେନେକ୍ସ ଇଣ୍ଡିଆ ମିଳିତ ଉଦ୍ୟମରେ ଏହା ପ୍ରସ୍ତୁତ କରାଯାଇଛି । କିଟକୁ ଆଇସିଏମଆର କାଲି ଆପ୍ରୁଭାଲ ଦେଇଥିବା କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକା । ୨ ମାସ ଭିତରେ ଏହି କିଟ୍ ବଜାରରେ ମିଳିବ ବୋଲି ଇମଜେନେକ୍ସ ସିଇଓ କହିଛନ୍ତି ।






More Stories
୯ ରେ ରାଷ୍ଟ୍ରୀୟ ଲୋକ ଅଦାଲତ……
ଓଡ଼ିଶାର ସଂସ୍କୃତି ପରମ୍ପରା ମହାନ…..
ପ୍ରବଳ ଘଡ଼ଘଡ଼ି ସହ ବିଜୁଳି…..