ରିପୋର୍ଟ କାର୍ଡ / ଗଞ୍ଜାମ ( ଭଗବାନ ପାଢ଼ୀ )
ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମ ପଞ୍ଚଯାତରେ ଶନିବାର କୋଦଳା ପୋଲିସ ତରଫରୁ ଫ୍ଲାଗମାର୍ଚ କରାଯାଇଛି | ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଣ୍ଡଗୋଳ କୁ ନଜରରେ ରଖି ଏଇ ଫ୍ଲାଗମାର୍ଚ କରାଯାଇଥିବା ନେଇ ଜଣାପଡିଛି | ଏହା ସହିତ କିପରି ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ସରିବ ଏବଂ କୌଣସି ବ୍ୟକ୍ତି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ କରନ୍ତି ସେଦିଗରେ ଲୋକମାନଙ୍କ ସହ ଆଲୋଚନାକ କରିଥିଲେ ଆଡିଶୀନାଲ ଏସପି ଠାକୁର ପ୍ରସାଦ ପାତ୍ର |

ଏସଡି ପିଓ ସୂର୍ଯ୍ୟମଣି ପ୍ରଧାନ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ଅତିରିକ୍ତ ଥାନା ଅଧିକାରୀ ପ୍ରଭାତ କୁମାର ବେହେରା,ବେଗୁନିଆପଡା ଫାଣ୍ଡି ଅଧିକାରୀ ସଂଗ୍ରାମ କେଶରୀ ଦେଉରି ଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ |






More Stories
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ସୌମ୍ୟ ହତ୍ୟା ମାମଲା:ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଚିନୁ…..
ତିରିଂ ଅଞ୍ଚଳରେ ଡବଲ ମର୍ଡର ……