ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁରୀ କଣାସ ଗଡ଼ିଶାଗଦାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୮ ଜଣଙ୍କୁ ଡ଼ିଶାଗଦା ଥାନା ପୋଲିସ ଗିରଫ କରିଛି | ଗିରଫ ଅଭିଯୁକ୍ତ ହେଉଛନ୍ତି ସତ୍ୟପ୍ରିୟ ମହାରାଣା, ବିଜୟ ସ୍ୱାଇଁ, ନିକୁଞ୍ଜ ସ୍ୱାଇଁ, ଉତ୍ତମ ଭୂଜବଳ, ଅଜୟ ବାରିସାଲ୍, ବିଦ୍ୟାଧର ସ୍ୱାଇଁ ଗିରଫ ଓ ବ୍ରଜବନ୍ଧୁ ସ୍ୱାଇଁ । ଏହା ସହିତ ଅଭିଯୁକ୍ତଙ୍କଠାରୁ ଗୋଟିଏ ଫୋନ୍, ୨ଟି ବୁମ, ଟେଲିକାଷ୍ଟ ମେସିନ୍ ଜବତ କରାଯାଇଛି । ଅତିରିକ୍ତ ଏସପି ଓ ଏସଡିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା । ପୁରୀ କଣାସ ଗଡ଼ିଶାଗଦାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆସିଛି ବଡ଼ ଖବର । ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି । ୮ ଜଣଙ୍କୁ ଗିରଫ କରିଛି ଗଡ଼ିଶାଗଦା ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ସତ୍ୟପ୍ରିୟ ମହାରାଣା, ବିଜୟ ସ୍ୱାଇଁ, ନିକୁଞ୍ଜ ସ୍ୱାଇଁ, ଉତ୍ତମ ଭୂଜବଳ, ଅଜୟ ବାରିସାଲ୍, ବିଦ୍ୟାଧର ସ୍ୱାଇଁ ଗିରଫ ଓ ବ୍ରଜବନ୍ଧୁ ସ୍ୱାଇଁ । ଏହା ସହିତ ଅଭିଯୁକ୍ତଙ୍କଠାରୁ ଗୋଟିଏ ଫୋନ୍, ୨ଟି ବୁମ, ଟେଲିକାଷ୍ଟ ମେସିନ୍ ଜବତ କରାଯାଇଛି । ଅତିରିକ୍ତ ଏସପି ଓ ଏସଡିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା ।






More Stories
କେହି କଲେନି ନାମାଙ୍କନ ପ୍ରତ୍ୟାହାର…..
୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ଭାଜପା…..
ଆଜିଠୁ ବଜେଟ୍ ଅଧିବେଶନର ୨ୟ ପର୍ଯ୍ୟାୟ….