ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ବଚେଲି ଠାରୁ ଲୁହା ପଥର ନେଇ ଯାଉଥିବା ଏକ ମାଲଗାଡି ଟ୍ରେନକୁ ମାଓବାଦୀମାନେ ଜାଳି ଦେଇଥିବା ସୂଚନା ମିଳିଛି। ମେନେ ସିମ୍ଫୋଲ ନିକଟରେ ପ୍ରାୟ ୨୦ରୁ ଅଧିକ ମାଓବାଦୀ ଟ୍ରେନକୁ ଅଟକାଇ ଜାଳି ଦେଇଥିବା ସୂଚନା ମିଳିଛି।
More Stories
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..
ଯାତ୍ରୀଙ୍କୁ ପିଟିଲେ ପାଇଲଟ…..