ରିପୋର୍ଟ କାର୍ଡ / ଗଞ୍ଜାମ
ଛେଳି ଗୁହାଳରେ ନିଆଁ ଲାଗି ୨୦ ରୁ ଉର୍ଦ୍ଧ ଛେଳି ଜୀବନ୍ତ ଜଳି ଯାଇଛନ୍ତି l ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜି.ଦାମଦୋରପଲ୍ଲି ଚାଞ୍ଚରା ରୋଡରେ | ଆଜି ସନ୍ଧ୍ୟା ୫ ଟା ସମୟରେ କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ହୋଇଥିଲା l ଫଳରେ ଗୁହାଳରେ ଥିବା ୨୦ ରୁ ଉର୍ଦ୍ଧ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି | ଖବର ପାଇ ଧରାକୋଟ ଓ ଆସିକା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ l କିନ୍ତୁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଅନ୍ୟପଟେ କ୍ଷତି ପୂରଣ ଦାବିକରିଛନ୍ତି ଛେଳି ରଖିଥିବା ଚାଷୀ |






More Stories
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..
ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ!…..