Report Card Odisha

| Daily Odia News

କଟକ ଛତ୍ରବଜାର ପୋଲ ଭୁଶୁଡିଲା…..

ରିପୋର୍ଟ କାର୍ଡ / କଟକ

କଟକ ଛତ୍ରବଜାର ପୋଲ ଭୁଶୁଡି ପଡିଛି | ପୋଲ ତଳେ ଲୋକ ଚାପି ହୋଇରହିଛନ୍ତି | କିନ୍ତୁ କେତେ ଲୋକ ପୋଲ ତଳେ ଚାପି ହୋଇରହିଛନ୍ତି ସୂଚନା ମିଳିପାରିନାହିଁ | ଜଣେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିବା ସୂଚନା ହସ୍ତଗତ ହୋଇଛି | ଉଦ୍ଧାର କାର୍ଯ୍ୟ ଜାରିରହିଛି |

Breaking News