ରିପୋର୍ଟ କାର୍ଡ / କଟକ
କଟକ ଛତ୍ରବଜାର ପୋଲ ଭୁଶୁଡି ପଡିଛି | ପୋଲ ତଳେ ଲୋକ ଚାପି ହୋଇରହିଛନ୍ତି | କିନ୍ତୁ କେତେ ଲୋକ ପୋଲ ତଳେ ଚାପି ହୋଇରହିଛନ୍ତି ସୂଚନା ମିଳିପାରିନାହିଁ | ଜଣେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିବା ସୂଚନା ହସ୍ତଗତ ହୋଇଛି | ଉଦ୍ଧାର କାର୍ଯ୍ୟ ଜାରିରହିଛି |
More Stories
‘ଇ-ଡିଟେକ୍ସନ୍’;ଆପେଆପେ କଟିବ ଚାଲାଣ….
ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ;ମିଳିବ ନିଯୁକ୍ତି……
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..