ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ନିଜ ଦୋଷ ସ୍ୱୀକାର କରିବା ବେଳେ ଆଜି ରିମାଣ୍ଡର ପଞ୍ଚମ ଦିନ ଜେରାରେ କ୍ରାଇମବ୍ରାଞ୍ଚ ଆଗରେ ସତ ଓଗାଳିଲେ ନିରଞ୍ଜନ ସେଠୀ । ଶର୍ମିଷ୍ଠାଙ୍କୁ ଫେରାର କରିବାରେ ନିରଞ୍ଜନ ସହଯୋଗ କରିଥିଲେ | ଫେରାର ପାଇଁ ୧୦ ହଜାର ଟଙ୍କା ଏବଂ ଗାଡି ଯୋଗାଇ ଦେଇଥିଲେ | ତଦନ୍ତ ଅପଡେଟ ସୂଚନା ନେଇ ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ।






More Stories
ଦେବାଶିଷଙ୍କ ପ୍ରାର୍ଥିପତ୍ର କାଏମ୍…..
ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..