ରିପୋର୍ଟ କାର୍ଡ / କୋରାପୁଟ
ଯେ ଜନ୍ମ ଦେଇଥିଲା ସେ ନେଇଗଲା ଜୀବନ | ମାଆ ସାଜିଲା ପିଶାଚୀ | ୩ ବର୍ଷ ଶିଶୁ ପୁତ୍ରର ମୁଣ୍ଡ କାଟି ହତ୍ୟା କଲା ମାଆ। ଏହି ନୃଂସଶ ହତ୍ୟା କାଣ୍ଡ ଘଟିଛି କୋରାପୁଟ ସଦର ଥାନା ଲୁକୁମାରୀ ଗାଁରେ | ଆଜି ଏକ ବର୍ବର କାଣ୍ଡ ଘଟିଛି।ଗାଆଁରେ ଚଇତି ପର୍ବ ଚାଲିଥିବା ସମୟରେ ଏଭଳି ବର୍ବରକାଣ୍ଡ ଘଟିଛି। ଅଭିଯୁକ୍ତ ମାଆକୁ ଅଟକ ରଖାଯାଇଛି। ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ତେବେ କିଭଳି ଓ କେଉଁ କାରଣରୁ ଏଭଳି ବର୍ବର କାଣ୍ଡ ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।






More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି……
ରାଜଧାନୀରେ ଭଙ୍ଗାଯିବ ସମସ୍ତ ବେଆଇନ ନିର୍ମାଣ…..
ମହିଳାଙ୍କୁ ଟାଣିନେଲା କୁମ୍ଭୀର…..