ରିପୋର୍ଟ କାର୍ଡ / ନୂଆଦିଲ୍
ରାଜଧାନୀ ଦିଲ୍ଲୀ ସ୍କୁଲରେ ପଶିଲା କରୋନା । ଦିଲ୍ଲୀର ଏକ ଘରୋଇ ସ୍କୁଲରେ ଜଣେ ଛାତ୍ର ଓ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ କ୍ଲାସର ସମସ୍ତ ଛାତ୍ରଙ୍କୁ ଛୁଟି ଦିଆଯାଇଛି । ଦିଲ୍ଲୀ ସରକାର ମଧ୍ୟ ମାମଲା ଉପରେ କଡ଼ା ନଜର ରଖିଥିବା ନେଇ ସୂଚନା ମିଳିଛି | ଉଲ୍ଲେଖ ଯୋଗ୍ୟ- ଉଲ୍ଲେଖ ଯୋଗ୍ୟ- ନୋଏଡ଼ା ଓ ଗାଜିଆବାଦରେ ସ୍କୁଲ ପିଲା କରୋନା ଆକ୍ରାନ୍ତ ହୋଇଥିଲେ |






More Stories
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ…..
ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…..