Report Card Odisha

| Daily Odia News

ବିଦ୍ୟାଳୟରେ ପୁଣି ପଶିଲା କରୋନା…..

ରିପୋର୍ଟ କାର୍ଡ / ନୂଆଦିଲ୍

ରାଜଧାନୀ ଦିଲ୍ଲୀ ସ୍କୁଲରେ ପଶିଲା କରୋନା । ଦିଲ୍ଲୀର ଏକ ଘରୋଇ ସ୍କୁଲରେ ଜଣେ ଛାତ୍ର ଓ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ କ୍ଲାସର ସମସ୍ତ ଛାତ୍ରଙ୍କୁ ଛୁଟି ଦିଆଯାଇଛି । ଦିଲ୍ଲୀ ସରକାର ମଧ୍ୟ ମାମଲା ଉପରେ କଡ଼ା ନଜର ରଖିଥିବା ନେଇ ସୂଚନା ମିଳିଛି | ଉଲ୍ଲେଖ ଯୋଗ୍ୟ- ଉଲ୍ଲେଖ ଯୋଗ୍ୟ- ନୋଏଡ଼ା ଓ ଗାଜିଆବାଦରେ ସ୍କୁଲ ପିଲା କରୋନା ଆକ୍ରାନ୍ତ ହୋଇଥିଲେ |

 

Breaking News