ରିପୋର୍ଟ କାର୍ଡ / ସମ୍ବଲପୁର
ୟୁନିୟନ ବ୍ୟାଙ୍କ ଠାରୁ ୫ କୋଟି ଠକେଇ ଅଭିଯୋଗରେ ବ୍ୟବସାୟୀ ଙ୍କ ଘରେ ସିବିଆଇ ରେଡ୍ ଚାଲିଛି । ସମ୍ବଲପୁର ବ୍ୟବସାୟୀ ନନ୍ଦଲାଲ ଅଗ୍ରଓ୍ବାଲଙ୍କ ଘରେ ଚଢାଉ । ବାଲିବନ୍ଧାସ୍ଥିତ ବାସଭବନରେ ଚାଲିଛି ରେଡ୍ । ବ୍ୟବସାୟ ଆଳରେ ବ୍ୟାଙ୍କରୁ ୫ କୋଟି ଟଙ୍କା ଲୋନ୍ ନେଇଥିଲେ ନନ୍ଦଲାଲ ।
More Stories
ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ…..
ସରକାରୀ ଅଫିସ୍ରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ମନା……
ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ…..